ମେ’ ମଧ୍ୟଭାଗରେ ଭାରତରେ କରୋନା ଶିଖର ଛୁଇଁବ : ଲକ୍ ଡାଉନ୍ ବଢ଼ିଲେ ସଂକ୍ରମଣ ହାର କମିବ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ମହାମାରୀ ମେ’ ମଧ୍ୟଭାଗ ସୁଦ୍ଧା ଭାରତରେ ଶିଖର ଛୁଇଁବ । ମେ’ ୨୨ ବେଳକୁ ଭାରତରେ କ‌େରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୦୦୦ ଟପିଥିବ। ତେବେ ଏହାପରେ ଧୀରେଧୀରେ କରୋନାର ପ୍ରଭାବ କମିବ। ଗ୍ଲୋବାଲ୍‌ କନ୍‌ସଲ୍ଟିଂ ଫାର୍ମ ପ୍ରୋଟିଭିଟି ସହ ଟାଇମ୍ସ ‌ନେଟୱର୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଆକଳନ କରାଯାଇଛି। ‘ଟା‌ଇମ୍ସ ଫ୍ୟାକ୍ଟ ଇଣ୍ଡିଆ ଆଉଟ୍‌ବ୍ରେକ୍‌ ରିପୋର୍ଟ’ ୩ଟି ସମ୍ଭାବନାକୁ ନଜରରେ ରଖି … Continue reading ମେ’ ମଧ୍ୟଭାଗରେ ଭାରତରେ କରୋନା ଶିଖର ଛୁଇଁବ : ଲକ୍ ଡାଉନ୍ ବଢ଼ିଲେ ସଂକ୍ରମଣ ହାର କମିବ